Meaning : ପ୍ରଯତ୍ନ ସହିତ ଏପଟ ସେପଟ ବୁଲିବା
Example :
ଏହି ଚାକିରି ପାଇବା ପାଇଁ ମୁଁ ବହୁତ ଦୌଡ଼ିଲି
Translation in other languages :
Meaning : ଡେଇଁକି ପହଞ୍ଚିବା
Example :
ଚୋର ପୋଲିସଠୁ ବଞ୍ଚିବାପାଇଁ ନଦୀକୁ ଡିଆଁମାରିଲା
Synonyms : ଡିଆଁମାରିବା
Translation in other languages :
उछलकर कहीं पहुँचना।
चोर पुलिस से बचने के लिए नदी में कूद गया।Meaning : ଖୁବ ଶୀଘ୍ର ଶୀଘ୍ର ପାଦ ଉଠାଇ ଚାଲିବା
Example :
ବିଲେଇ ମୂଷାକୁ ଦେଖିବାକ୍ଷଣି ତାଆଡ଼କୁ ଦୌଡ଼ିଲା
Translation in other languages :
Move fast by using one's feet, with one foot off the ground at any given time.
Don't run--you'll be out of breath.