Meaning : ଗତି, ବୁଦ୍ଧି, କାମଧନ୍ଦାଆଦିର ସୀମା
Example :
ଏହା କହିବା ମୁସ୍କିଲ ଯେ ପିଲାମାନଙ୍କର ବୁଦ୍ଧିର ପହଞ୍ଚ କେଉଁ ପର୍ଯ୍ୟନ୍ତ
Synonyms : ପହଁଞ୍ଚ
Translation in other languages :
Meaning : ଯେଉଁ ପ୍ରତିଯୋଗିତାରେ ପ୍ରତିଯୋଗୀମାନଙ୍କୁ ଦୌଡ଼ାଯାଏ
Example :
ରମେଶ ଦୌଡ଼ ପ୍ରତିଯୋଗିତାରେ ପ୍ରଥମ ହେଲା
Synonyms : ଦୌଡ଼ ପ୍ରତିଯୋଗିତା, ରେସ
Translation in other languages :
वह प्रतियोगिता जिसमें प्रतियोगियों को दौड़ाया जाता है।
रमेश दौड़ प्रतियोगिता में प्रथम रहा।