Meaning : ଯେଉଁ ନିର୍ଣ୍ଣୟଦ୍ୱାରା ଅଭିଯୁକ୍ତ ଉପରେ ଦୋଷ ସିଦ୍ଧ କରାଯାଇଥାଏ
Example :
ଦୋଷସାବସ୍ତ୍ୟକରଣପରେ ଅଭିଯୁକ୍ତକୁ ଚାରି ବର୍ଷ ଜେଲ୍ ହେଲା
Synonyms : ଦଣ୍ଡନିର୍ଣ୍ଣୟ, ଦଣ୍ଡନିର୍ଦ୍ଧାରଣ
Translation in other languages :
(criminal law) a final judgment of guilty in a criminal case and the punishment that is imposed.
The conviction came as no surprise.