Meaning : ଦେଶୀ ମଦ ତିଆରି ବା ବିକ୍ରି ହେଉଥିବା ସ୍ଥାନ
Example :
ଧନମଣିର ସ୍ୱାମୀ ରାତିରେ ଦେଶୀଭାଟିରୁ ମଦ ପିଇ ଘରକୁ ଫେରେ
Translation in other languages :
देशी शराब बनने या बिकने की जगह।
धनिया का पति रात को हौली से शराब पीकर ही घर लौटता है।