Meaning : ଯେଉଁ ମନ୍ଦିରରେ କୌଣସି ଦେବୀଙ୍କ ମୂର୍ତ୍ତି ସ୍ଥାପନ କରାଯାଇ ତାଙ୍କର ପୂଜା କରାଯାଏ
Example :
ଏହି ଦେବୀ ମନ୍ଦିର ଶ୍ରଦ୍ଧାଳୁମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ
Synonyms : ଠାକୁରାଣୀ ମନ୍ଦିର, ଦେବୀ ମନ୍ଦିର
Translation in other languages :
वह मंदिर जिसमें किसी देवी की मूर्ति स्थापित करके उसकी पूजा की जाती हो।
यह देवीमंदिर श्रद्धालुओं के आकर्षण का केंद्र है।Place of worship consisting of an edifice for the worship of a deity.
temple