Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ଦେବଲୋକ from ଓଡ଼ିଆ dictionary with examples, synonyms and antonyms.

ଦେବଲୋକ   ବିଶେଷ୍ୟ

Meaning : ହିନ୍ଦୁ ଧର୍ମ ଅନୁସାରେ ସପ୍ତ ଲୋକରୁ ଗୋଟିଏ ଲୋକ ଯେଉଁଠି ପୁଣ୍ୟ ଓ ସତ୍‌କର୍ମ କରିଥିବା ଲୋକଙ୍କ ଆତ୍ମା ନିବାସ କରେ

Example : ମନୁଷ୍ୟଙ୍କ ଉତ୍ତମକର୍ମ ତାଙ୍କୁ ସ୍ୱର୍ଗକୁ ନିଏ

Synonyms : ଅମରାବତୀ, ଅମୃତଲୋକ, ସ୍ୱର୍ଗ, ସ୍ୱର୍ଗ ଲୋକ


Translation in other languages :

(Christianity) the abode of righteous souls after death.

paradise