Meaning : ଭାରତର ଚାରି ଦିଗରେ ଅବସ୍ଥିତ ଚାରୋଟି ମୁଖ୍ୟ ତୀର୍ଥ ସ୍ଥାନ
Example :
ଚାରି ଧାମ ଭାବେ ବଦ୍ରୀନାଥ,ରାମେଶ୍ୱର, ଜଗନ୍ନାଥପୁରୀ ଏବଂ ଦ୍ୱାରିକା ପରିଚିତ
Synonyms : କ୍ଷେତ୍ର, ତୀର୍ଥକ୍ଷେତ୍ର, ଧାମ
Translation in other languages :
A place of worship hallowed by association with some sacred thing or person.
shrine