Meaning : ହଟାଇବା ବା ଅଲଗା କରିବାର ପ୍ରକ୍ରିୟା
Example :
ଏହାର ଅପସାରଣ ଆବଶ୍ୟକ
Synonyms : ଅପସାରଣ
Translation in other languages :
Meaning : ଦୂର କରିବା ବା ହଟାଇବା କ୍ରିୟା
Example :
ହନୁମାନଜୀ ନିଜ ଭକ୍ତଙ୍କ ସଙ୍କଟ ମୋଚନ କରନ୍ତି
Synonyms : ମୋଚନ
Translation in other languages :