Meaning : ଦୂରର ବସ୍ତୁସମୂହର ଛବିକୁ ବଡକରି ଦେଖାଇପାରୁଥିବା ଗୋଟିଏ ଯନ୍ତ୍ର
Example :
ମୁମ୍ବେଇର ତାରାଗୃହରେ ଆକାଶର ଗ୍ରହ, ନକ୍ଷତ୍ରଆଦିକୁ ଦେଖିବା ପାଇଁ ଦୂରବୀକ୍ଷଣ ଯନ୍ତ୍ର ଲାଗିଛି
Synonyms : ଟେଲିସ୍କୋପ୍, ଦୂରବୀକ୍ଷଣ
Translation in other languages :
Meaning : ଦୂର ବସ୍ତୁଗୁଡ଼ିକୁ ପାଖ, ପରିଷ୍କାର ଏବଂ ବଡ଼ ଦେଖାଇବାର ଯନ୍ତ୍ର
Example :
ଆମେ ଦୂରବୀକ୍ଷଣ ଯନ୍ତ୍ରରେ ଦୂରର ବସ୍ତୁଗୁଡ଼ିକୁ ସ୍ପଷ୍ଟ ଦେଖିପାରିବୁ
Synonyms : ଦୂରବୀନ୍ ଯନ୍ତ୍ର
Translation in other languages :
वह यंत्र जिससे दूर की वस्तुएँ पास, साफ और बड़ी दिखाई देती हैं तथा जिससे दोनों आँखों से एक साथ देख सकते हैं।
हम दूरबीन से दूर की वस्तुओं को साफ और स्पष्ट देख सकते हैं।