Meaning : ଦୂରର ବସ୍ତୁସମୂହର ଛବିକୁ ବଡକରି ଦେଖାଇପାରୁଥିବା ଗୋଟିଏ ଯନ୍ତ୍ର
Example :
ମୁମ୍ବେଇର ତାରାଗୃହରେ ଆକାଶର ଗ୍ରହ, ନକ୍ଷତ୍ରଆଦିକୁ ଦେଖିବା ପାଇଁ ଦୂରବୀକ୍ଷଣ ଯନ୍ତ୍ର ଲାଗିଛି
Synonyms : ଟେଲିସ୍କୋପ୍, ଦୂରବୀକ୍ଷଣ ଯନ୍ତ୍ର
Translation in other languages :