Subscribe
URL of the page has been copied to clipboard.
Meaning : ଯାହା ଅତି ଦୂର
Example : ସୁଦୂର ଗ୍ରାମଗୁଡ଼ିକରେ ପହଞ୍ଚିବାପାଇଁ ଏବେ ବି ପାଦରେ ଚାଲିବାକୁ ପଡ଼ୁଛି
Synonyms : ବହୁଦୂର, ସୁଦୂର
Translation in other languages :हिन्दी
जो बहुत दूर हो।
Meaning : ଯେଉଁଠି ପହଞ୍ଚିବା କଠିନ ଏବଂ
Example : ଆମେ ରାସ୍ତା ଭୁଲି ଏକ ସୁଦୂର ପର୍ବତୀୟ କ୍ଷେତ୍ରରେ ପହଞ୍ଚିଗଲୁ
Synonyms : ସୁଦୂର
Translation in other languages :हिन्दी English
जहाँ पहुँचना कठिन हो और जो अघना बसा हो।
Inaccessible and sparsely populated.
Meaning : ଦୂରବର୍ତ୍ତୀ ବା ଯାହା ଦୂରରେ ଥାଏ
Example : ସେ ଦୂର ଗାଁରେ ରହେ
Synonyms : ଦୂର
दूर का या जो दूर या फासले पर हो।
Install App