Meaning : ଯାହାର ଚାଲିଚଳନ ବା ଅଭ୍ୟାସ,ସ୍ୱଭାବ ଆଦି ଭଲ ନୁହେଁ
Example :
ଖରାପ ପିଲାଙ୍କ ସହିତ ଖେଳନାହିଁ
Synonyms : ଖରାପ
Translation in other languages :
Meaning : ଧର୍ମର ଆଡମ୍ବର କରି ସ୍ୱାର୍ଥ ସାଧନ କରିବାବାଲା
Example :
ଆଜିକାଲି ସମାଜ କପଟୀ ବ୍ୟକ୍ତିମାନଙ୍କରେ ପୂରିଛି
Synonyms : କପଟିଆ, କପଟୀ, ଛଳ କପଟୀ, ପାଷାଣ୍ଡ
Translation in other languages :
Excessively or hypocritically pious.
A sickening sanctimonious smile.Meaning : ଯାହାର ଦଣ୍ଡର ଭୟ ନାହିଁ
Example :
ସେ ବହୁତ ଉଦ୍ଦଣ୍ଡ ପିଲା
Synonyms : ଉଛୃଙ୍ଖଳ, ଉଦ୍ଦଣ୍ଡ, ଉଦ୍ଧତ
Translation in other languages :
Stubbornly resistant to authority or control.
A fractious animal that would not submit to the harness.