Meaning : ଯେ ବ୍ୟଭିଚାର କରେ
Example :
ଆଦିବାସୀମାନେ ଜଣେ ବ୍ୟଭିଚାରୀ କର୍ମଚାରୀଙ୍କୁ ଧରି ବହୁତ ପିଟିଲେ
Synonyms : କାମୁକ, ଚରିତ୍ରହୀନ, ବ୍ୟଭିଚାରୀ
Translation in other languages :
Not faithful to a spouse or lover.
Adulterous husbands and wives.Meaning : ଖରାପ ବା ନିନ୍ଦନୀୟ ଚରିତ୍ରର
Example :
ଦୁଶ୍ଚରିତ୍ର ବ୍ୟକ୍ତି ସମାଜପାଇଁ ଅଭିଶାପ
Synonyms : ଅନାଚାରୀ, ଅପଚାରୀ, କଦାଚାରୀ, କୁମାର୍ଗୀ, କୁଲଷଣ, ଚରିତ୍ରହୀନ, ଦୁରାଚାରୀ, ଭ୍ରଷ୍ଟ, ଭ୍ରଷ୍ଟାଚାରୀ
Translation in other languages :
Unrestrained by convention or morality.
Congreve draws a debauched aristocratic society.