Meaning : ଖାଦ୍ୟର ଅଭାବରେ ଲୋକେ ଭୋକରେ ମରୁଥିବା ଅବସ୍ଥା
Example :
ଦୈବୀ ଆପଦ କାରଣରୁ ବହୁତ ଗ୍ରାମବାସୀ ଦୁର୍ଭିକ୍ଷର ଶିକାର ହୋଇଗଲେ
Synonyms : ଅନାହର ମୃତ୍ୟୁ
Translation in other languages :
A state of extreme hunger resulting from lack of essential nutrients over a prolonged period.
famishment, starvationMeaning : ଏଭଳି ସମୟ ଯେତେବେଳେ ବହୁତ କଷ୍ଟରେ ଅନ୍ନ ମିଳେ
Example :
ଦୁର୍ଭିକ୍ଷରୁ ରକ୍ଷା ପାଇବାପାଇଁ ସରକାର ଏକ ନୂଆ ଯୋଜନା ତିଆରି କରୁଛନ୍ତି
Synonyms : ଅକାଳ
Translation in other languages :