Meaning : ଦୁର୍ବଳ ହେବାର ଅବସ୍ଥା
Example :
ରୋଗରୁ ଉଠିବା ପରେ ଶରୀରରେ ଦୁର୍ବଳତା ରହିବା ସ୍ୱାଭାବିକ
Translation in other languages :
The state of being weak in health or body (especially from old age).
debility, feebleness, frailness, frailty, infirmity, valetudinarianismMeaning : କୌଣସି ବ୍ୟକ୍ତି ପାଇଁ ଯେ ସବୁଠାରୁ ପ୍ରିୟ ଏବଂ ଯାହା ପାଇଁ ସେ କୌଣସି ବି କାମ କରିବା ପାଇଁ ପ୍ରସ୍ତୁତ
Example :
ତାଙ୍କର ଝିଅ ହିଁ ତାଙ୍କର ଦୁର୍ବଳତା ମଦ ହିଁ ତାଙ୍କର ଦୁର୍ବଳତା
Translation in other languages :
वह जो किसी व्यक्ति के लिए सबसे प्रिय हो और जिसके लिए वह कोई भी काम करने को तैयार हो।
उसकी बेटी ही उसकी कमजोरी है।Meaning : ବଳ ବା ଶକ୍ତି ନ ହେବା ବା ବହୁତ କମହେବାର ଅବସ୍ଥା
Example :
ଦୁର୍ବଳତାହେତୁ ମହେଶ ଚାଲି ପାରୁନି
Synonyms : ଅସାମର୍ଥ୍ୟତା, ଦୌର୍ବଲ୍ୟ, ବଳହୀନତା, ଶକ୍ତିହୀନତା
Translation in other languages :