Meaning : ଖରାପ ଦଶା ବା ଅବସ୍ଥା
Example :
ତାହାର ଦୁର୍ଦ୍ଦଶା ଦେଖିନପାରି ମୁଁ ତାକୁ ନିଜ ଘରେ ଜାଗା ଦେଲି
Translation in other languages :
A situation from which extrication is difficult especially an unpleasant or trying one.
Finds himself in a most awkward predicament.Meaning : ଦୁର୍ଭାଗ୍ୟ ଅବସ୍ଥା ବା ଖରାପ ଦିନ
Example :
ତାଙ୍କର ଭାଗ୍ୟ ଆଜିକାଲି ବିପଦରେ ପୂର୍ଣ୍ଣ ହୋଇଛି
Translation in other languages :
A state of misfortune or affliction.
Debt-ridden farmers struggling with adversity.