Meaning : ଖରାପ ଗନ୍ଧ
Example :
ପ୍ରତିଦିନ ନ ଗାଧେଇବାରୁ ତା ଦେହରୁ ଦୁର୍ଗନ୍ଧ ବାହାରୁଛି
Translation in other languages :
Meaning : ସଢ଼ିଯାଇଥିବା ଶସ୍ୟରୁ ବାହାରୁଥିବା ଗନ୍ଧ
Example :
ଡୋଲି ଭିତରୁ ପଚାଳିଆଗନ୍ଧ ବାହାରୁଛି
Synonyms : ପଚାଗନ୍ଧ, ପଚାଳିଆଗନ୍ଧ
Translation in other languages :
Meaning : ହାଲୁକା ଦୁର୍ଗନ୍ଧ
Example :
ବହୁତ ସମୟଧରି କଟାହୋଇ ରହିଥିବା ପିଆଜରୁ ଦୁର୍ଗନ୍ଧ ଆସୁଛି
Translation in other languages :