Meaning : ଖରାପ ଦଶା ବା ଅବସ୍ଥା
Example :
ତାହାର ଦୁର୍ଦ୍ଦଶା ଦେଖିନପାରି ମୁଁ ତାକୁ ନିଜ ଘରେ ଜାଗା ଦେଲି
Synonyms : ଖରାପ ସମୟ, ଦୁର୍ଦ୍ଦଶା
Translation in other languages :
A situation from which extrication is difficult especially an unpleasant or trying one.
Finds himself in a most awkward predicament.