Meaning : ଛତିଶଗଡ଼ର ଏକ ଜିଲ୍ଲା
Example :
ଦୁର୍ଗ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଦୁର୍ଗରେ ଅବସ୍ଥିତ
Synonyms : ଦୁର୍ଗ ଜିଲ୍ଲା
Translation in other languages :
भारत के छत्तीसगढ़ राज्य का एक जिला।
दुर्ग जिले का मुख्यालय दुर्ग में है।A region marked off for administrative or other purposes.
district, dominion, territorial dominion, territoryMeaning : କାହାରି ସୁରକ୍ଷା ଦୃଷ୍ଟିରୁ କାନ୍ଥ ଆଦି ଗଢ଼ି କରାଯାଉଥିବା କାମ
Example :
ଶିବାଜୀଙ୍କ ଦୁର୍ଗକୁ ଭାଙ୍ଗି ମହଲରେ ପ୍ରବେଶ କରିବା ଅସମ୍ଭବ ଥିଲା
Translation in other languages :
Defensive structure consisting of walls or mounds built around a stronghold to strengthen it.
fortification, munitionMeaning : ଶତୃଠାରୁ ରକ୍ଷାପାଇବାପାଇଁ ତିଆରି କରାଯାଇଥିବା ସୁଦୃଢ଼ ସ୍ଥାନ ଯାହା କାନ୍ଥଦ୍ୱାରା ଚାରିପାଖ ଘେରା ହୋଇଥାଏ
Example :
ମୋଗଲକାଳୀନ ଦୁର୍ଗଗୁଡ଼ିକ ସ୍ଥାପତ୍ୟ କଳାର ଭଲ ନମୂନା
Translation in other languages :