Meaning : ଯେଉଁଥିରେ ବହୁତ ହେରଫେର୍ ବା ପେଞ୍ଚ ଅଛି ଏବଂ ସେଥିପାଇଁ ଯାହା ଶୀଘ୍ର ବୁଝିହୁଏନାହିଁ
Example :
ଏହା ଦୁର୍ବୋଧ୍ୟ ମାମଲା, ଏହାର ସମାଧାନ ବାହାର କରିବା କଠିନ
Translation in other languages :
Meaning : ଯାହା ଶୀଘ୍ର ବୁଝି ହୁଏ ନାହିଁ
Example :
ଏହି କଠିନ ପ୍ରଶ୍ନର ଉତ୍ତର ପ୍ରଶ୍ନକର୍ତ୍ତା ହିଁ ଦେଇ ପାରିବେ
Translation in other languages :
Difficult to analyze or understand.
A complicated problem.