Subscribe
URL of the page has been copied to clipboard.
Meaning : ଯେ ଦୁଧ ଦିଏ
Example : ରାମ ପାଖରେ ଏକ ଦୁଧିଆଳି ଗାଈ ଅଛି ଯେ ବହୁତ ଦୁଧ ଦେଉଛି
Synonyms : ଦୁଆଁଳିଆ, ଦୁଧିଆଳି, ଦୁହାଁଳିଆ
Translation in other languages :हिन्दी
जो दूध देती हो।
Meaning : ଯାହା ଦୁଧ ରଙ୍ଗର
Example : ସେ ତଳୁ ଉପର ପର୍ଯ୍ୟନ୍ତ ଦୁଧିଆ ବସ୍ତ୍ରରେ ସଜ୍ଜିତ ହୋଇଥିଲା
जो दूध के रंग का हो।
Meaning : ଯେଉଁଥିରେ ଦୁଧ ମିଶିଥାଏ ବା ଯାହା ଦୁଧରେ ତିଆରି ହୋଇଥାଏ
Example : ଆଜି କ୍ଷୀରି ଦୁଧିଆ ଲାଗୁଛି
Synonyms : ଦୁଧଯୁକ୍ତ
जिसमें दूध मिला हो या जो दूध का बना हो।
Install App