Meaning : ଚାରିଟି କାଠଯୁକ୍ତ ଗଢ଼ଣ ଯେଉଁଥିରେ କବାଟ ଲାଗିଥାଏ
Example :
ବଢ଼େଇ ଚୌକାଠରେ କବାଟ ଲଗାଉଛି
Synonyms : ଚୌକାଠ
Translation in other languages :
Meaning : ଦ୍ବାରର ଚୌକାଠର ବାଜୁ ଦୁଇଟିରେ ଲାଗିଥିବା ଲଂବା କାଠ
Example :
ଦୁଆରବନ୍ଧରେ କବାଟ ଲଗାହୁଏ
Translation in other languages :
Meaning : ଦ୍ୱାରର ଚୌକାଠର ନିମ୍ନରେ ଥିବା କାଠ ବା ପଥର ଯାହା ଭୂମିଉପରେ ଥାଏ
Example :
ଦୁଆରବନ୍ଧ ଉପରେ ବସିବା ଅଶୁଭ
Synonyms : ଏରୁଣ୍ଡି, ଏରୁଣ୍ଡିବନ୍ଧ
Translation in other languages :