Subscribe
URL of the page has been copied to clipboard.
Meaning : ଚତୁର୍ଦ୍ଦିଗ ପରିବେଷ୍ଟିତ ସ୍ଥାନର ମଝିରେ ଥିବା ଏକ ଖୋଲା ଜାଗା ଯାହାମଧ୍ୟଦେଇ ଲୋକ, ପଶୁଆଦି ଭିତରକୁ ଏବଂ ବାହରକୁ ଯିବା ଆସିବା କରନ୍ତି
Example : ଭିକାରୀ ଦୁଆରେ ଠିଆହୋଇଛି
Synonyms : ଦରୱାଜା, ଦ୍ୱାର
Translation in other languages :हिन्दी
इधर-उधर घिरे हुए स्थान के बीच में वह खुला स्थान जिससे होकर लोग, जंतु, आदि अंदर बाहर आते-जाते हैं।
Meaning : ବଡ଼ ଦୁଆର
Example : ଏହି କିଲ୍ଲାର ଦୁଆର ପିତଳରେ ତିଆରି ହୋଇଛି
Synonyms : ଫାଟକ
बड़ा दरवाज़ा।
Install App