Meaning : ଯାହା ଶୋକରେ ଭରା
Example :
କୌଣସି ମହାନ୍ ବ୍ୟକ୍ତିଙ୍କ ମୃତ୍ୟୁରେ ସମଗ୍ର ଦେଶର ପରିବେଶ ଶୋକପୂର୍ଣ୍ଣ ହୋଇଯାଏ
Synonyms : ଶୋକପୂର୍ଣ୍ଣ, ଶୋକାଗ୍ରସ୍ତ
Translation in other languages :
Meaning : ଯାହା ଦୁଃଖରେ ଭରା
Example :
ହିନ୍ଦୁ ବିଧବାର ଜୀବନ ଦୁଃଖମୟ
Synonyms : କଷ୍ଟପୂର୍ଣ୍ଣ୍, କଷ୍ଟଭରା, ଦୁଃଖଦ, ଦୁଃଖଭରା, ଦୁଃଖମୟ
Translation in other languages :
Causing or marked by grief or anguish.
A grievous loss.