Meaning : ଯାହାଦ୍ୱାରା ଦୁଃଖ ପହଞ୍ଚେ ବା ଦୁଃଖ ଦେବାବାଲା
Example :
ଏହା ବଡ ଦୁଃଖଦ କଥା ଯେ ତୁମେ ନିଜ ବାପ-ମା’ଙ୍କ ସେବା କରୁନାହଁ
Synonyms : କଷ୍ଟଦାୟକ, କଷ୍ଟଦାୟୀ, ଦୁଃଖକର, ଦୁଃଖକାରକ, ଦୁଃଖଦ, ଦୁଃଖଦାୟୀ, ଦୁଃଖପ୍ରଦ
Translation in other languages :
Causing physical discomfort.
Bites of black flies are more than irritating; they can be very painful.Meaning : ଯାହା ପୀଡ଼ା ଦିଏ
Example :
ବୃଦ୍ଧାବସ୍ଥା ଦୁଃଖଦାୟକ
Synonyms : କଷ୍ଟକର, କଷ୍ଟଦାୟକ, କଷ୍ଟପ୍ରଦ, ପୀଡ଼ାଦାୟକ
Translation in other languages :
Causing or marked by grief or anguish.
A grievous loss.