Meaning : ମାନସିକ ବା ଶାରୀରିକ ପୀଡ଼ାର ପ୍ରାଧାନ ଘଟିବା
Example :
ବିବାହ ପରେ ଦୁଇ-ତିନି ବର୍ଷ ପର୍ଯ୍ୟନ୍ତ ଗୀତା ଶ୍ୱଶୁର ଘରେ ବହୁତ କଷ୍ଟ ସହିଲା
Synonyms : କଷ୍ଟ ଭୋଗିବା, କଷ୍ଟ ସହିବା
Translation in other languages :
मानसिक या शारीरिक पीड़ा की दौर से गुज़रना।
शादी के बाद दो-तीन साल तक गीता ससुराल में बहुत कष्ट सही।