Meaning : ବିଶାଳ ବା ଖୁବ ବଡ଼ ହେବାର ଅବସ୍ଥା ବା ଭାବ
Example :
ଏହି ଅଟ୍ଟାଳିକାଟି ତାର ବିଶାଳତା ଓ ଶୁନ୍ଶାନ୍ ଅବସ୍ଥାପାଇଁ ଭାରି ଖାଁ ଖାଁ ଲାଗୁଛି
Synonyms : ବିଶାଳତା
Translation in other languages :
Unusual largeness in size or extent or number.
enormousness, grandness, greatness, immenseness, immensity, sizeableness, vastness, widenessMeaning : ଗୋଟିଏ ଅଂଶରୁ ଅନ୍ୟ ଅଂଶ ପର୍ଯ୍ୟନ୍ତ ସମାନ୍ତର ବିସ୍ତାର ବା କୌଣସି ଏକ ସ୍ଥାନରୁ ସବୁଠାରୁ ଲମ୍ବା ଅନୁଭୂମିକ ବିସ୍ତାର
Example :
ଏହି ସ୍ଥାନର ଦ୍ରୈର୍ଘ୍ୟ ପ୍ରସ୍ଥାଠାରୁ ଦୁଇଗୁଣ
Translation in other languages :
Meaning : ଦୀର୍ଘ ବା ଲମ୍ବା ହେବାର ଅବସ୍ଥା ବା ଭାବ
Example :
କଣ ଆପଣ ବିରହିଣୀର ବିରହ କାଳର ଦୀର୍ଘତାକୁ ଅନୁମାନ କରିପାରିବେ
Translation in other languages :