Subscribe
URL of the page has been copied to clipboard.
Meaning : ଲମ୍ବା ଆକାରର
Example : ଅମିତାଭ ବଚନ ଜଣେ ଡେଙ୍ଗା ବ୍ୟକ୍ତି
Synonyms : ଡେଙ୍ଗା, ଲମ୍ବାଚଉଡ଼ା, ଲମ୍ବାଳିଆ
Translation in other languages :हिन्दी
लंबे कद का।
Meaning : ଆକାର ମାତ୍ରାଆଦିରେ ଯେ ବହୁତ ବଡ଼
Example : ସୁରସା ହନୁମାନଙ୍କୁ ବିସ୍ମିତ କରିବାପାଇଁ ବିଶାଳରୂପ ଧାରଣ କଲେ ଆଗାମୀ ମାସରେ ଏଠାରେ ବିରାଟ ସଭା ହେବ
Synonyms : ବିରାଟ, ବିଶାଳ, ବୃହତ
Translation in other languages :हिन्दी English
आकार, मात्रा आदि में जो बहुत बड़ा हो।
So exceedingly large or extensive as to suggest a giant or mammoth.
Meaning : ବହୁତ ବଡ଼
Example : ସୁରସା ହନୁମାନଙ୍କୁ ପରାସ୍ତ କରିବାପାଇଁ ଦୀର୍ଘକାୟ ରୂପ ଧାରଣ କଲା
Synonyms : ବିଶାଳ, ବୃହତକାୟ
Install App