Meaning : କାଠ ବା ଧାତୁର ଏକ ଆଧାର ଯାହାଉପରେ ଦୀପ ରଖି ଜଳାହୁଏ
Example :
ସୀତା ଦୀପ ଜାଳି ରୁଖାଉପରେ ରଖିଦେଲା
Translation in other languages :
Meaning : ମାଟି,ଅଭ୍ରଧାତୁ,କାଗଜ ଆଦିରେ ତିଆରି ହୋଇଥିବା ଲଣ୍ଠନ ଯାହାର ମୁହଁ ଉପର ଆଡ଼କୁ ହୋଇଥାଏ
Example :
ଆଲୁଅ ନିମନ୍ତେ ଆଜି ବି କେତେକ ଘରେ ଦୀପାଧାର ଜଳା ଯାଇଥାଏ
Synonyms : ପୁରୁଣା କାଳିଆ ଲଣ୍ଠନ
Translation in other languages :