Meaning : ପ୍ରଜ୍ୱଳିତ ଦୀପରେ କୌଣସି ଦେବତାଙ୍କୁ ପୂଜାକରି ତାକୁ ଜଳରେ ଭସେଇଦେବାର ପ୍ରକ୍ରିୟା
Example :
କାର୍ତ୍ତିକ ମାସରେ ଆମ୍ଭେମାନେ ଦୀପଦାନ କରୁଥିଲୁ
Translation in other languages :
Meaning : କୌଣସି ଲୋକର ମୃତ୍ୟୁ ପରେ ତା ପରିବାର ବର୍ଗଙ୍କ ତରଫରୁ ଓସ୍ତ ଗଛ ମୂଳରେ ଦଶ ଦିନ ପର୍ଯ୍ୟନ୍ତ ଦୀପ ଜଳାଯାଉଥିବା କ୍ରିୟା
Example :
ମୃତ ବ୍ୟକ୍ତିର ଆତ୍ମାକୁ ଯମଦ୍ୱାର ପର୍ଯ୍ୟନ୍ତ ପହଞ୍ଚେଇବା ବାଟକୁ ଆଲୋକିତ କରିବାପାଇଁ ଦୀପଦାନ କରାଯାଇଥାଏ
Translation in other languages :