Subscribe
URL of the page has been copied to clipboard.
Meaning : ଦିନାନ୍ଧ ରୋଗରେ ପୀଡ଼ିତ
Example : ଦିନାନ୍ଧ ବ୍ୟକ୍ତି ସାରାଦିନ ନିଜ ଘରେ ପଡ଼ିରହିଥାଏ
Synonyms : ଆଲୁଅକଣା, ଦିନକଣା, ପେଚାଆଖିଆ
Translation in other languages :हिन्दी
दिनौंधी रोग से पीड़ित।
Meaning : ଯାହାକୁ ଦିନରେ ଦେଖା ଯାଏନାହିଁ
Example : ଦିବାନ୍ଧ ବ୍ୟକ୍ତି ଖଟ ଉପରେ ଚୁପ୍ଚାପ ବସିଛି
Synonyms : ଦିବାନ୍ଧ
जिसे दिन में दिखाई न देता हो।
Install App