Meaning : ଯେଉଁ ପତ୍ର ବା କାଗଜସମୂହରେ ବାର, ଦିନଆଦି ଲେଖା ହୋଇଥାଏ
Example :
ନୂଆ ବର୍ଷର ଦିନପଞ୍ଜି ଆସିବାମାତ୍ରେ ହିଁ ଛୁଆମାନେ ସେଥିରୁ ଛୁଟି ଗଣିବା ଆରମ୍ଭ କରିଦିଅନ୍ତି
Synonyms : କ୍ୟାଲେଣ୍ଡର, ଦିନପଞ୍ଜି
Translation in other languages :
A system of timekeeping that defines the beginning and length and divisions of the year.
calendar