Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ଦିଗଦର୍ଶକ ଯନ୍ତ୍ର from ଓଡ଼ିଆ dictionary with examples, synonyms and antonyms.

Meaning : ଦିଗ ସମ୍ପର୍କରେ ଜ୍ଞାନ ଦେଉଥିବା ଏକ ଉପକରଣ

Example : ଜଙ୍ଗଲରେ ଦିଗ ଭ୍ରମ ହେବା ପରେ ଆମେ ଦିଗ ନିର୍ଣ୍ଣୟ ଯନ୍ତ୍ରଦ୍ୱାରା ଦିଗ ସମ୍ପର୍କରେ ଜ୍ଞାନ ପାଇଲୁ

Synonyms : କମ୍ପାସ, ଦିଗ ନିର୍ଣ୍ଣୟ ଯନ୍ତ୍ର, ଦିଗନିର୍ଣ୍ଣାୟକ, ଦିଗସୂଚକ ଯନ୍ତ୍ର


Translation in other languages :

Navigational instrument for finding directions.

compass