Meaning : ସ୍ୱର୍ଗଆଦିରେ ରହୁଥିବା ସେହି ଅମର ପ୍ରାଣୀ ଯାହାଙ୍କୁ ପୂଜ୍ୟ ବୋଲି ବିଚାରକରାଯାଏ
Example :
ଏହି ମନ୍ଦିରରେ କେତେକ ଦେବତାଙ୍କ ମୂର୍ତ୍ତି ସ୍ଥାପିତ ହୋଇଛି
Synonyms : ଠାକୁର, ଦେବ, ଦେବତା, ସୁର
Translation in other languages :
स्वर्ग आदि में रहने वाले वे अमर प्राणी जो पूज्य माने जाते हैं।
इस मंदिर में कई देवताओं की मूर्तियाँ स्थापित हैं।