Subscribe
URL of the page has been copied to clipboard.
Meaning : ଥୋଡ଼ି ଉପରେ ବଢ଼ିଥିବା ବାଳ
Example : ଅଧିକାଂଶ ସାଧୁ ମହରାଜ ଲମ୍ବା ଦାଢ଼ୀ ରଖିଥାନ୍ତି
Synonyms : ଶ୍ମଶ୍ରୁ
Translation in other languages :हिन्दी English
ठोढ़ी पर उगनेवाले बाल।
The hair growing on the lower part of a man's face.
Meaning : ଓଠ ତଳର ଗୋଲହୋଇ ତଳୁ ଉପରକୁ ଉଠି ଥିବା ଭାଗ
Example : ତା ଥୋଡ଼ି ଉପରେ କଟା ଦାଗ ଅଛି
Synonyms : ଚିବୁକ, ଥୋଡ଼ି, ହନୁ
ओठों के नीचे का गोलाई लिए हुए उभरा हुआ भाग।
The protruding part of the lower jaw.
Install App