Subscribe
URL of the page has been copied to clipboard.
Meaning : ଯେଉଁ ଧାର ଦାଢ଼ୁଆ ବା ତୀକ୍ଷ୍ଣ୍ ନୁହେଁ
Example : ଏହି ଦନ୍ଥରା ଖଣ୍ଡାରେ ତୁମେ କ’ଣ ଯୁଦ୍ଧ କରିବ?
Synonyms : ଅଧାରୁଆ, ଦନ୍ଥରା, ଧାରହୀନ, ମୁଣ୍ଡା
Translation in other languages :हिन्दी English
जिसकी धार चोखी या तीक्ष्ण न हो।
Not having a sharp edge or point.
Install App