Meaning : ନିଶ୍ଚିତ ବା ସ୍ଥିର କରାଯାଇଥିବା ମୂଲ୍ୟରେ ଯେଉଁ ଜିନିଷ ବିକ୍ରି କରାଯାଏ
Example :
ଆଜିକାଲି ଆଳୁ ଦର ବହୁତ ବିଢ଼ିଯାଇଛି
Synonyms : ଦର, ବାଣ, ଭାଉ, ମୂଲ୍ୟ
Translation in other languages :
Amount of a charge or payment relative to some basis.
A 10-minute phone call at that rate would cost $5.Meaning : ରାଜନୀତିରେ ଶତ୍ରୁ-ପକ୍ଷର ଲୋକଙ୍କୁ ଧନଦ୍ୱାରା ବଶ କରିବା ନୀତି
Example :
ସେ ଦାମ ନୀତିଦ୍ୱାରା ଶତ୍ରୁପକ୍ଷର କିଛି ସଦସ୍ୟଙ୍କୁ ନିଜ ଆଡ଼େ ମିଶାଇନେଲେ
Synonyms : ଦାମ ନୀତି
Translation in other languages :