Subscribe
URL of the page has been copied to clipboard.
Meaning : ଓଦାମାଟିଆଦି ପଦାର୍ଥକୁ ପିଟି, ଦବାଇ ବା ଛାଞ୍ଚରେ ପକାଇ ବିଶେଷ ରୂପଦେବା
Example : ଗାଆଁରେ ଘସି କରିବା ପାଇଁ ଗୋବରକୁ ଥାପନ୍ତି ଶ୍ରମିକମାନେ ଇଟା ପକାଉଛନ୍ତି
Synonyms : ଚାପିବା, ଥାପିବା
Translation in other languages :हिन्दी
गीली मिट्टी आदि वस्तुओं को थाप-पीट, दबाकर या साँचे द्वारा विशेष आकार में लाना।
Install App