Meaning : ଯାହାର ପାଟିରେ ଦାନ୍ତ ନ ଥାଏ
Example :
ବାର୍ଦ୍ଧକ୍ୟ ଆସିବାରୁ ଜେଜେ ପାକୁଆ ହୋଇଗଲେ
Synonyms : ଦାନ୍ତଶୂନ୍ୟ, ପାକୁଆ
Translation in other languages :
Meaning : ଯାହା ମୁହଁରେ ଦାନ୍ତ ନାହିଁ
Example :
ଦାନ୍ତହୀନ ଶିଶୁ ଖାଦ୍ୟକୁ ଗିଳିଦିଏ ନବଜାତ ଶିଶୁ ଦନ୍ତହୀନ
Translation in other languages :