Subscribe
URL of the page has been copied to clipboard.
Meaning : ଯିଏ ଦାନ କରିବାକୁ ପଛାଏ ନାହିଁ
Example : କର୍ଣ୍ଣ ବହୁତ ବଡ଼ ଦାନୀ ଥିଲେ
Synonyms : ଦାତା, ଦାନକର୍ତ୍ତା, ଦାନବୀର
Translation in other languages :हिन्दी English
वह जो दान करने में कभी पीछे न हटता हो।
Person who makes a gift of property.
Meaning : ଯେ ବହୁତ ଦାନ ଦେଉଛି
Example : ଦାନୀ କର୍ଣ୍ଣଙ୍କ ଦାନବୀରତା ବିଶ୍ୱପ୍ରସିଦ୍ଧ
Synonyms : ଦାତା, ଦାନବୀର, ଦାନଶୀଳ
Translation in other languages :हिन्दी
जो दान देता हो।
Install App