Subscribe
URL of the page has been copied to clipboard.
Meaning : ଯିଏ ଦାନ କରିବାକୁ ପଛାଏ ନାହିଁ
Example : କର୍ଣ୍ଣ ବହୁତ ବଡ଼ ଦାନୀ ଥିଲେ
Synonyms : ଦାତା, ଦାନକର୍ତ୍ତା, ଦାନୀ
Translation in other languages :हिन्दी English
वह जो दान करने में कभी पीछे न हटता हो।
Person who makes a gift of property.
Meaning : ଯେ ପ୍ରାୟ ବହୁତ ଅଧିକ ଦାନ ଦିଅନ୍ତି
Example : ଦାନବୀର କର୍ଣ୍ଣଙ୍କ ନାମ ତାଙ୍କ ଦାନବୀରତାପାଇଁ ସମ୍ମାନର ସହିତ ନିଆଯାଏ
Synonyms : ଅତିଦାନୀ
Translation in other languages :हिन्दी
जो सदा बहुत बड़े-बड़े दान करता रहता हो और दान करने से कभी पीछे न हटता हो।
Meaning : ଯେ ବହୁତ ଦାନ ଦେଉଛି
Example : ଦାନୀ କର୍ଣ୍ଣଙ୍କ ଦାନବୀରତା ବିଶ୍ୱପ୍ରସିଦ୍ଧ
Synonyms : ଦାତା, ଦାନଶୀଳ, ଦାନୀ
जो दान देता हो।
Install App