Meaning : ଦାନ ପାଇବାପାଇଁ ଉପଯୁକ୍ତ ବ୍ୟକ୍ତି
Example :
ଦାନ ସର୍ବଦା ଦାନଗ୍ରହଣଯୋଗ୍ୟ ବ୍ୟକ୍ତିକୁ ହିଁ ଦେବା ଉଚିତ
Synonyms : ଦାନଗ୍ରହଣଯୋଗ୍ୟ ବ୍ୟକ୍ତି, ଦାନାଧିକାରୀ
Meaning : ଲୁହା ବା କାଠ ବାକ୍ସ ଯାହା ସର୍ବସାଧାରଣ ସ୍ଥାନ ଆଦିରେ ଦାନ ପଇସା ପକାଇବାପାଇଁ ରଖାଯାଇଥାଏ
Example :
ସେ ଦାନପାତ୍ରରେ ଶହେ ଟଙ୍କା ପକେଇଲେ
Translation in other languages :