Meaning : ଅକାରଣରେ ଲୋକଙ୍କ ସହିତ ଲଢ଼ୁଥିବା ବା ମାରପିଟ କରୁଥିବା ଲୋକ
Example :
ଥାନାବାବୁ ଆଜି ଚୌଛକି ଉପରେ ଜଣେ ଗୁଣ୍ଡାକୁ ଧରିପକାଇଲେ ଏହି ଅଞ୍ଚଳରେ ଦାଦାମାନଙ୍କର ଦାଦାଗିରି ବଢ଼ିଯାଉଛି
Translation in other languages :
Meaning : ଯେଉଁ ଭାଇ ପ୍ରଥମେ ଜନ୍ମ ନେଇଛି
Example :
ଶ୍ୟାମର ବଡ଼ଭାଇ ଜଣେ ଅଧ୍ୟାପକ
Synonyms : ଅଗ୍ରଜ, ଜ୍ୟେଷ୍ଠ ଭ୍ରାତା, ନନା, ବଡ ଭାଇ, ଭାଇ, ଭାଇନା
Translation in other languages :
An older brother.
big brother