Meaning : ଯିଏ ଦାନ କରିବାକୁ ପଛାଏ ନାହିଁ
Example :
କର୍ଣ୍ଣ ବହୁତ ବଡ଼ ଦାନୀ ଥିଲେ
Synonyms : ଦାନକର୍ତ୍ତା, ଦାନବୀର, ଦାନୀ
Translation in other languages :
Meaning : କୌଣସି ବସ୍ତୁ ଆଦି ଦେଉଥିବା ବ୍ୟକ୍ତି ବା ଯେ କିଛି ଦିଏ
Example :
କେହି ଦେଲାବାଲା ଥିଲେ ମୁଁ ରାସନ ଦୋକାନରୁ ଖାଲି ହାତରେ ଫେରି ନଥାନ୍ତି
Synonyms : ଦେଲାବାଲା, ପ୍ରଦାନକାରୀ
Translation in other languages :
कोई वस्तु आदि दिलाने वाला व्यक्ति या वह जो कुछ दिलाए।
कोई दिलवैया होता तो मैं राशन की दुकान से खाली हाथ नहीं आता।