Meaning : ଲେଖା ଆଦି ଦ୍ବାରା ଆବଶ୍ୟକ ଅପେକ୍ଷାଗୁଡିକ ପୂରଣ କରିବା ବା ସୂଚନା ଅଙ୍କିତ କରିବା
Example :
ଚାକିରି ପାଇଁ କେତେ ଜାଗାରେ ଆବେଦନ ପତ୍ର ଦାଖଲ କରୁଛି
Meaning : ଚାପ ବା ଡର କାରଣରୁ କୌଣସି ବସ୍ତୁ ଦେଇଦେବା
Example :
ଚୋରଉପରେ ପୋଲିସର ମାଡ଼ହେବାରୁ ସେ ସମସ୍ତ ଚୋରୀ ଜିନିଷ ଗାଳି ପକାଇଲା
Synonyms : ଗାଳି ପକାଇବା, ଦେଇଦେବା, ପଇଠ କରିବା, ପ୍ରଦାନ କରିବା, ସମର୍ପଣ କରିବା
Translation in other languages :