Subscribe
URL of the page has been copied to clipboard.
Meaning : ଦହି ମନ୍ଥିବା ଓ ଘୋଳଦହି ଆଦି ରଖିବାପାଇଁ ଛୋଟ ମାଟିହାଣ୍ଡି
Example : ମାଆ ଘୋଳଦହିକୁ ଦହିମନ୍ଥା ହାଣ୍ଡିରେ ରଖିଲେ)
Synonyms : ଦହିବୁଲା ହାଣ୍ଡି, ଦହିମନ୍ଥା ହାଣ୍ଡି
Translation in other languages :हिन्दी
दही मथने और मट्ठा आदि रखने की मटकी।
Install App