Meaning : ନିଜ ହାତରେ ଲେଖାଯାଇଥିବା ନିଜ ନାମ ଯାହା କୌଣସି ଲେଖା ଆଦିକୁ ପ୍ରମାଣିତ କରିବା କିମ୍ବା ତାହାର ଉତ୍ତରଦାୟିତ୍ୱର ସ୍ୱୀକୃତି ସୂଚକ ହୋଇଥାଏ
Example :
ଚରିତ୍ର ପ୍ରମାଣପତ୍ର ଉପରେ ମୋତେ ପ୍ରଧାନ ଶିକ୍ଷକଙ୍କ ଦସ୍ତଖତ କରେଇବାକୁ ପଡ଼ିବ
Synonyms : ସନ୍ତକ
Translation in other languages :
Your name written in your own handwriting.
signature