Meaning : ମନୁଷ୍ୟ ଜୀବନରେ ଅଲଗା ଅଲଗା ଗ୍ରହମାନଙ୍କର ନିଶ୍ଚିତ ଭୋଗକାଳ
Example :
ଏବେ ମୋର ଗ୍ରହଦଶା ବହୁତ ଭଲଚାଲିଛି
Synonyms : କାଳ, ଗ୍ରହ, ଗ୍ରହଦଶା, ଗ୍ରହଭୋଗ
Translation in other languages :
मनुष्य के जीवन में अलग-अलग ग्रहों के निश्चित भोगकाल।
अभी मेरी ग्रह दशा बहुत अच्छी चल रही है।Meaning : କୌଣସି ବିଷୟ, କଥା ବା ଘଟଣାର କୌଣସି ବିଶେଷ ସ୍ଥିତି
Example :
କ୍ରୋଧ ଅବସ୍ଥାରେ କରାଯାଇଥିବା କାମ ଠିକ୍ ହୁଏ ନାହିଁ ତାର କି ଦଶା ପଡ଼ିଲା
Synonyms : ଅବସ୍ଥା, ଗତି, ସ୍ଥିତି, ହାଲ୍ଚାଲ୍
Translation in other languages :
The way something is with respect to its main attributes.
The current state of knowledge.Meaning : ଉଦାସୀ ବା ଉତ୍ତେଜନାର ଅବସ୍ଥା
Example :
ସେ ବର୍ତ୍ତମାନ ଏ ଭଳି ହାଲରେ ଅଛି ଯେ ତା ସହିତ ତର୍କ କରିବା ଉଚିତ୍ ନୁହେଁ
Translation in other languages :