Meaning : ଦଳିତ ବର୍ଗର ସଦସ୍ୟ
Example :
ସରକାର ଦଳିତଙ୍କ ବିକାଶ ନିମନ୍ତେ ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ
Synonyms : ଦଳିତ ବ୍ୟକ୍ତି
Translation in other languages :
Meaning : ଯାହାକୁ ଦବେଇ ଦେଇ ବହୁତ ହୀନ କରିଦିଆଯାଇଛି
Example :
ଫିରିଙ୍ଗିଙ୍କଦ୍ୱାରା ପଦଦଳିତ ଭାରତୀୟ ସମାଜ ଭିତରେ ଭିତରେ ଜଳୁଥିଲା
Synonyms : ପଦଦଳିତ
Translation in other languages :
Abused or oppressed by people in power.
downtroddenMeaning : ଦରିଦ୍ର ଏବଂ ପୀଡ଼ିତ ହେବା ବ୍ୟକ୍ତି
Example :
ସରକାରଙ୍କୁ ଦଳିତ ସମାଜର ବିକାଶପାଇଁ ବାସ୍ତବ ପଦକ୍ଷେପ ନେବା ଦରକାର
Translation in other languages :
Abused or oppressed by people in power.
downtrodden