Meaning : ଦଳିବାକାମ ଅନ୍ୟ କାହାଦ୍ୱାରା କରାଇବା
Example :
ସୀମା ଚାକରାଣୀଦ୍ୱାରା ଅଟା ଦଳାଉଛି
Synonyms : ଚକଟାଇବା
Meaning : ଦଳିବାକାମ ଅନ୍ୟ କାହାଦ୍ୱାରା କରାଇବା
Example :
ମାଆ ଗୀତାଦ୍ୱାରା ମଟର ଦଳାଉଛନ୍ତି
Synonyms : ଚକଟାଇବା, ଦଳନ କରାଇବା, ମର୍ଦ୍ଦନ କରାଇବା
Translation in other languages :
Meaning : ଦଳିବା କାମ ଅନ୍ୟ କାହାଦ୍ୱାରା କରାଇବା
Example :
ରାଜା ଶଙ୍କରାଚାର୍ଯ୍ୟଙ୍କୁ ହାତୀଦ୍ୱାରା ଦଳାଇଥିଲେ
Synonyms : ଚକଟାଇବା, ମର୍ଦ୍ଦନକରାଇବା, ମଡ଼ାଇବା
Translation in other languages :